ପୁସ୍ତିକା

ଆଇ.ଟି.ଆଇ ପାଠାଗାର ମଧ୍ୟରେ ଶିକ୍ଷାର୍ଥୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରିବା, ଉଦ୍ୟୋଗଜଗତ ସହ ପରିଚୟ,କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରୋତ୍ସାହନ ପାଇଁ ଆଇ.ଟି.ଆଇ ଉତ୍ସବ ପାଳନ, ଅଭିନବ କୌଶଳ ଉତ୍ପାଦ, ଆଦର୍ଶ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ଓ ଶିକ୍ଷାର୍ଥୀଙ୍କ ପ୍ରୋତ୍ସାହନ ପାଇଁ ସେମାନଙ୍କୁ ସମ୍ମାନିତ କରି ମନୋବଳ ବୃଦ୍ଦି କରିବା ନିମନ୍ତେ ନିଃଶୁଳ୍କ ପ୍ରଶିକ୍ଷଣ ।