ବି.ଓ.ସି ବୃତ୍ତି ସ୍କିମ

ଏଲ.ଏବଂ ଇ.ଏସ.ଆଇ. ବିଭାଗ ଦ୍ୱାରା ସରକାରୀ ଅନୁଷ୍ଠାନରେ ଡିପ୍ଲୋମା/ଆଇ.ଟି.ଆଇ ଅଧ୍ୟୟନ କରୁଥିବା ଓ ଛାତ୍ରାବାସରେ ଅବସ୍ଥାନ କରୁଥିବା ବି.ଓ.ସି କର୍ମୀଙ୍କ ବିଦ୍ୟାର୍ଥୀ ମାନଙ୍କୁ ବର୍ଦ୍ଧିତ ହାରରେ ପ୍ରତି ସେମିଷ୍ଟର ପିଛା ବୃତ୍ତି ପ୍ରଦାନ କରାଯାଉଛି ।