ଯୋଗ୍ୟତା ତଥା ଦାରିଦ୍ର୍ୟ ବୃତ୍ତି ସ୍କିମ

୫୦% ଅନ୍ୟ ଜାତି(ଏସ.ସି.ଏସ.ଟି.ବାଦ)ର ବିଦ୍ୟାର୍ଥୀଙ୍କୁ ତଥା ବାର୍ଷିକ ୧ ଲକ୍ଷରୁ କମ ଆୟ ଥିବା ଅଭିବାବକଙ୍କ ପ୍ରଶିକ୍ଷାର୍ଥୀଙ୍କୁ ବିଭାଗୀୟ ବଜେଟ ମାଧ୍ୟମରେ ମାସିକ ଟଙ୍କା ୨୦୦/- ମେଧା ତଥା ଦାରିଦ୍ର୍ୟ ବୃତ୍ତି ପ୍ରଦାନ କରାଯାଉଛି ।