ସଂଗଠନ

‘ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରାଶାସନିକ ନିୟନ୍ତ୍ରଣରେ ‘ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡ଼ିଶା, କଟକ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ/ମହାବିଦ୍ୟାଳୟ, ଡିଗ୍ରୀ, ଡିପ୍ଲୋମା ଓ ଆଇ.ଟି.ଆଇ. ସ୍ତରରେ ଶିକ୍ଷାର ତତ୍ତ୍ୱାବଧାନ କରେ । ଏହା ମଧ୍ୟ ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ପାଇଁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରେ । ବିଭାଗ ମଧ୍ୟ ସରକାର ଓ ଘରୋଇ କ୍ଷେତ୍ରରେ ପେସାଦାର ପାଠ୍ୟକ୍ରମର ପ୍ରସାର କରେ ।’’