ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ,

     
କ୍ରମିକ କ୍ରମିକ ପଦବୀ ନାମ ଅନୁମୋଦିତ ପଦବୀ ମୁଖ୍ୟ ଅବସ୍ଥିତି ମନ୍ତବ୍ୟ
1 ଅଧ୍ୟକ୍ଷ 0୧ -
2 ଉପ-ଅଧ୍ୟକ୍ଷ 0୧ -
3 ବରିଷ୍ଠ ଅଧ୍ୟାପକ 0୮ 0୨
4 ପ୍ରଶିକ୍ଷଣ ଅଧିକ୍ଷକ 0୧ -
5 କର୍ମଶାଳା ଅଧିକ୍ଷକ 0୧ 0୧
6 ଅଧ୍ୟାପକ ୩୬ ୩୨
7 ଅଂଶକାଳୀନ ଅତିଥି ଶିକ୍ଷକ - ୨୫
8 ବରିଷ୍ଠ ପ୍ରଶିକ୍ଷକ 0୮ 0୫
9 ପ୍ରୟୋଗଶାଳା ପ୍ରଶିକ୍ଷକ 0୩ 0୩
10 ୧୦ ସହକାରୀ ଗ୍ରନ୍ଥାଗାରିକ 0୧ -
11 ୧୧ କନିଷ୍ଠ ଗ୍ରନ୍ଥାଗାରିକ 0୧ -
12 ୧୨ ପ୍ରୟୋଗଶାଳା ସହାୟକ 0୩ 0୨
13 ୧୩ ପ୍ରୟୋଗଶାଳା ଉପସ୍ଥାନ 0୭ -
14 ୧୪ ଅଂଶକାଳୀନ ଅତିଥି ପ୍ରଶିକ୍ଷକ - 0୭
15 ୧୫ ମୁଖ୍ୟ କିରାଣି 0୧ 0୧
16 ୧୬ ବରିଷ୍ଠ କିରାଣି 0୨ 0୧
17 ୧୭ ବରିଷ୍ଠ କ୍ଷିପ୍ରଲେଖକ 0୧ 0୧
18 ୧୮ କନିଷ୍ଠ ହିସାବ ରକ୍ଷକ 0୨ -
19 ୧୯ ସହକାରୀ ଭଣ୍ଡାର ରକ୍ଷକ 0୧ 0୧
20 ୨୦ କନିଷ୍ଠ କିରାଣି ତଥା ଟାଇପିଷ୍ଟ 0୨ 0୨
21 ୨୧ ବୈଷୟିକ ସହାୟକ 0୧ -
22 ୨୨ ଫାର୍ମାଶିଷ୍ଟ 0୧ 0୧
23 ୨୩ ଚାଳକ 0୧ -
24 ୨୪ ଦଫ୍‌ତରି 0୧ 0୧
25 ୨୫ ଚପରାଶି 0୫ 0୧
26 ୨୬ ମାଳି 0୧ 0୧
27 ୨୭ ଜଗୁଆଳୀ 0୩ 0୧
28 ୨୮ ଝାଡ଼ୁଦାର 0୨ 0୨
29 ୨୯ ଡି.ଇ.ଓ - 0୧ ଆଉଟସୋର୍ସିଂଗ
30 ୩୦ ଜଗୁଆଳୀ - 0୩ "
31 ୩୧ ପରିଚାରକ/ଚପରାଶି - ୧୪ ଆଉଟସୋର୍ସିଂଗ
32 ୩୨ ଝାଡ଼ୁଦାର - 0୪ "
33 ୩୩ ଅଧୀକ୍ଷିକା - 0୧ "