ଆଇ.ଟି.ଆଇ

     
କ୍ରମିକ ଆଇ.ଟି.ଆଇ ଗଠିତ ଯୋଜନା ଶିଳ୍ପ ଭାଗୀଦାରୀ ଅବସ୍ଥିତି
1 ଜି.ଆଇ.ଟି.ଆଇ., ବଲାଙ୍ଗୀର ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ମହାନଦୀ କୋଲଫିଲ୍ଡସ୍ ଲିଃ, ସାକିନ – ଜାଗୃତି ବିହାର, ଡାକ – ବୁର୍ଲା, ଜିଲ୍ଲା – ସମ୍ୱଲପୁର କେନ୍ଦ୍ରିୟ ପି.ଏସ.ୟୁ ଉନ୍ନୀତୀକରଣ/ନୂତନ ଟ୍ରେଡ ପ୍ରଚଳନ
2 ଆଇ.ଟି.ଆଇ., ଖରିଆର ରୋଡ଼୍, ନୂଆପଡ଼ା ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଟାଟା ମୋଟୋର୍ସ ଲିଃ (ନିୟୁ) ଘରୋଇ ଉନ୍ନତୀକରଣ/ନୂତନ ଟ୍ରେଡ ପ୍ରଚଳନ
3 ଆଇ.ଟି.ଆଇ., ବୌଦ୍ଧ ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ସେସକୋ ଲିଃ, ଭୁବନେଶ୍ୱର ଘରୋଇ ଉନ୍ନତୀକରଣ/ନୂତନ ଟ୍ରେଡ ପ୍ରଚଳନ
4 ଆଇ.ଟି.ଆଇ., ଆନନ୍ଦପୁର ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଓ.ଏମ୍.ସି. ଲିଃ, ଭୁବନେଶ୍ୱରା ରାଜ୍ୟର ପି.ଏସ.ୟୁ ଉନ୍ନୀତୀକରଣ/ନୂତନ ଟ୍ରେଡ ପ୍ରଚଳନ
5 ଆଇ.ଟି.ଆଇ., ମାଲକାନଗିରି ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଓ.ଏଚ୍.ପି.ସି. ଲିଃ, ଭୁବନେଶ୍ୱର ରାଜ୍ୟର ପି.ଏସ.ୟୁ ଉନ୍ନୀତୀକରଣ/ନୂତନ ଟ୍ରେଡ ପ୍ରଚଳନ
6 ଆଇ.ଟି.ଆଇ., ବରଗଡ଼ ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଏ.ସି.ସି. ଲିଃ, ବରଗଡ଼ ସିମେଣ୍ଟ ୱାର୍କସ୍, ସିମେଣ୍ଟ ନଗର, ଡାକ – ବାରଡ଼ୋଲ – ୭୬୮୦୩୮ ଘରୋଇ ଉନ୍ନୀତୀକରଣ/ନୂତନ ଟ୍ରେଡ ପ୍ରଚଳନ
7 ଟି.ଟି.ଆଇ. ତାକତପୁର ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ବାଲେଶ୍ୱର ଚାମ୍ୱର ଅଫ୍ ଇଣ୍ଡୋଷ୍ଟ୍ରିଜ୍ ଆଣ୍ଡ କମରସ୍, ବାଲେଶ୍ୱର ଶିଳ୍ପ ସମିତି ଉନ୍ନୀତୀକରଣ/ନୂତନ ଟ୍ରେଡପ୍ରଚଳନ
8 ଆଇ.ଟି.ଆଇ., ବଡ଼ବିଲ, କେନ୍ଦୁଝର ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନୀତୀକରଣ ଜେ.ଏସ୍.ପି.ଏଲ୍., ଲିଃ, ବଡ଼ବିଲ ଘରୋଇ

9 ଆଇ.ଟି.ଆଇ., ଢ଼େଙ୍କାନାଳ ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଏନ୍.ଟି.ପି.ସି., ତାଳଚେର କେନ୍ଦ୍ରିୟ ପି.ଏସ୍.ୟୁ. ଉନ୍ନୀତୀକରଣ/ନୂତନ ଟ୍ରେଡପ୍ରଚଳନ
10 ପି.ସି. ଆଇ.ଟି.ଆଇ., ବାରିପଦା ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଏନ୍.ଆଇ.ସି.ସି.ଓ. ବାରିପଦା (ନିୟୁ) ଘରୋଇ ଉନ୍ନୀତୀକରଣ/ନୂତନ ଟ୍ରେଡ ପ୍ରଚଳନ
11 ଆଇ.ଟି.ଆଇ., ଉମରକୋଟ ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ମଙ୍ଗଲାମ ଟିମ୍ୱର ପ୍ରଡ଼କ୍ସ୍ ଲିଃ ନବରଙ୍ଗପୁର ଘରୋଇ ଉନ୍ନୀତୀକରଣ/ନୂତନ ଟ୍ରେଡପ୍ରଚଳନ
12 ଆଇ.ଟି.ଆଇ. ଛତ୍ରପୁର ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ.ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଗୋପାଳପୁର ପୋର୍ଟ (ନିୟୁ) କେନ୍ଦ୍ରିୟ ଟ୍ରଷ୍ଟ ଉନ୍ନତୀକରଣ/ନୂତନ ଟ୍ରେଡପ୍ରଚଳନ
13 ମଧୁସୁଦନ ଆଇ.ଟି.ଆଇ., କଟକ ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଆର୍.ଏସ୍.ବି. ଟ୍ରାନ୍ସମିସନ୍, ଭୁବନେଶ୍ୱର ଘରୋଇ ଉନ୍ନତୀକରଣ/ନୂତନ ଟ୍ରେଡପ୍ରଚଳନ
14 ଆଇ.ଟି.ଆଇ., ପୁରୀ ସରକାରୀ ଓ ଘରୋଇ କ୍ଷେତ୍ରର ମିଳିତ ଉଦ୍ୟମରେ ୧୩୯୬ଟି ସରକାରୀ ଆଇ,ଟି.ଆଇ ଗୁଡ଼ିକର ଉନ୍ନତୀକରଣ ଆଇ.ଏଲ୍. ଏବଂ ଏଫ୍.ଏସ୍. (ନିୟୁ) ଘରୋଇ ଉନ୍ନତୀକରଣ/ନୂତନ ଟ୍ରେଡପ୍ରଚଳନ
15 ଆଇ.ଟି.ଆଇ., ଭୁବନେଶ୍ୱର ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ଆଲଫା ଟ୍ରାନ୍ସଫର୍ମର, ଭୁବନେଶ୍ୱର ଘରୋଇ ସୂଚନା ପ୍ରଯୁକ୍ତିରେ ବହୁମୁଖୀ ପ୍ରଶିକ୍ଷଣ ସହ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
16 ଆଇ.ଟି.ଆଇ., ବଲାଙ୍ଗୀର ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ସ୍ପାଆ ଷ୍ଟ୍ରଅ ବୋର୍ଡ଼ ଇଣ୍ଡୋଷ୍ଟିଜ୍, ବଲାଙ୍ଗୀର ଘରୋଇ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
17 ଜି. ଆଇ.ଟି.ଆଇ., ଆମ୍ୱଗୁଡ଼ା ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ନାଲକୋ, ଦାମନଯୋଡ଼ି, କୋରାପୁଟ ସେଣ୍ଟ୍ରାଲ ପି.ଏସ୍.ୟୁ. ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
18 ଆଇ.ଟି.ଆଇ., ଫୁଲବାଣୀ ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ସାଉଥ୍ କୋ ଲିଃ ଷ୍ଟେଟ୍ ପି.ଏସ୍.ୟୁ. ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
19 ଆଇ.ଟି.ଆଇ., ଭବାନୀପାଟନା ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ଜେ. କେ. ପେପର ଲିଃ, ରାୟଗଡ଼ା ଘରୋଇ ଗଢଣ କୌଶଳରେ କାର୍ଯ୍ୟରେ ବହୁମୁଖୀ ପ୍ରଶିକ୍ଷଣ ସହ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
20 ଆଇ.ଟି.ଆଇ., ତାଳଚେର ଆଣ୍ଡ ଆଇ.ଟି.ଓ.ଟି., ତାଳଚେର ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ନାଲକୋ, ଅନୁଗୋଳ ସେଣ୍ଟ୍ରାଲ ପି.ଏସ୍.ୟୁ. ନିର୍ମାଣ ଓ ଉତ୍ପାଦନ କୌଶଳରେ ବହୁମୁଖୀ ପ୍ରଶିକ୍ଷଣ ସହ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ ଓ ୦୩ଟି ଟ୍ରେଡରେ ସି.ଆଇ.ଟି.ଏସ. ଢାଞ୍ଚାରେ ଆଇ.ଟି.ଓ.ଟି.ର ସ୍ଥାପନା
21 ଆଇ.ଟି.ଆଇ., ବାଲେଶ୍ୱର ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ଏମ୍/ଏସ୍ ଓରିପ୍ଲାଷ୍ଟ, ବାଲେଶ୍ୱର ଘରୋଇ ବିଦ୍ୟୁତୀକରଣ କୌଶଳରେ ବହୁମୁଖୀ ପ୍ରଶିକ୍ଷଣ ସହ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
22 ଆଇ.ଟି.ଆଇ., ବ୍ରହ୍ମପୁର ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ଓରିଏଣ୍ଟାଲ ଜିରକୋନିଆ ଛତ୍ରପୁର ଘରୋଇ ସ୍ୱୟଂଚାଳିତ ଯାନ କୌଶଳରେ ବହୁମୁଖୀ ପ୍ରଶିକ୍ଷଣ ଓ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ
23 ଆଇ.ଟି.ଆଇ., ହୀରାକୁଦ ବିଶ୍ୱ ବ୍ୟାଙ୍କ ସହାୟତାରେ ଭି.ଟି.ଆଇ.ପି. ହିନ୍ଦଲ କୋ ହୀରାକୁଦ କମ୍ପ୍ଲେକ୍ସ, ହୀରାକୁଦ ଘରୋଇ ପ୍ରକ୍ରିୟାକରଣ ପ୍ଲାଣ୍ଟ ରକ୍ଷଣାବେକ୍ଷଣ କୌଶଳରେ ବହୁମୁଖୀ ପ୍ରଶିକ୍ଷଣ ଓ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ।
24 ଆଇ.ଟି.ଆଇ., ରାଉରକେଲା ଡୋମେସ୍ଟିକ ଫାଉଂଡେଡ଼ ସି.ଓ.ଇ ଏଲ୍. ଆଣ୍ଡ ଟି. ଲିଃ, କାଂଶବାହାଲ ଘରୋଇ ନିର୍ମାଣ ଓ ଉତ୍ପାଦନ କୌଶଳରେ ବହୁମୁଖୀ ପ୍ରଶିକ୍ଷଣ ସହ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ।
25 ଆଇ.ଟି.ଆଇ., କଟକ ଡୋମେସ୍ଟିକ ଫାଉଂଡେଡ଼ ସି.ଓ.ଇ ଏମ/ଏସ୍ ଆର୍.ଏସ୍.ବି. ଟ୍ରାନ୍ସମିଶନ୍, ପୁନେ ଘରୋଇ ନିର୍ମାଣ ଓ ଉତ୍ପାଦନ କୌଶଳରେ ବହୁମୁଖୀ ପ୍ରଶିକ୍ଷଣ ସହ ଟ୍ରେଡ ଗୁଡ଼ିକର ଉନ୍ନୀତୀକରଣ।