ମେଧା ବୃତ୍ତି

ଆଇ.ଟି.ଆଇ ସ୍ତରରେ ଯୋଗ୍ୟତା ପରୀକ୍ଷା ଆଧାରରେ ପ୍ରତି ୨୧ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ ମନୋନୀତ ଜଣକୁ ବିଭାଗୀୟ ବଜେଟ ମାଧ୍ୟମରେ ମାସିକ ଟଙ୍କା ୨୫୦/- ମେଧା ବୃତ୍ତି ପ୍ରଦାନ କରାଯାଏ ।