ସମସ୍ତ ଛଅଟି ସେମିଷ୍ଟରର ଟପର ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ମେଧାବୀ ବିଦ୍ୟାର୍ଥୀଙ୍କ ନିମନ୍ତେ ଶିକ୍ଷା ବୃତ୍ତି

ଯୋଗ୍ୟତା ଆଧାରରେ ପ୍ରତି ସେମିଷ୍ଟର ପରୀକ୍ଷାର ୧୦୦ ଜଣ ଟପରଙ୍କୁ ଚୟନ କରାଯାଏ । ପିତା/ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅଭିବାବକଙ୍କ ବାର୍ଷିକ ଆୟ ସମସ୍ତ ସ୍ରୋତରୁ ୬,୦୦୦୦୦/-ରୁ ଅଧିକ ହୋଇନଥିବ।ଏକକାଳୀନ ଛାତ୍ରବୃତ୍ତି ଟଙ୍କା ୬,୦୦୦ ।