ସରକାରୀ ଆଇ.ଟି.ଆଇ ବିଦ୍ୟାର୍ଥୀଙ୍କ ନିମନ୍ତେ ନିର୍ଦ୍ଧାରିତ ପୋଷାକ

ସରକାରୀ ଆଇ.ଟି.ଆଇର ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏନ.ଆଇ.ଏଫ.ଟି ଦ୍ୱାରା ପ୍ରସ୍ତୁତ ଟଙ୍କା ୩୦୦୦/- ମୂଲ୍ୟର (ଦୁଇ ହଳ ପୋଷାକ, ଗୋଟିଏ ହଳ ଖେଳ ପୋଷାକ, ଗୋଟିଏ କଳା ଯୋତା ହଳ ଓ ଗୋଟିଏ ଖେଳ ଯୋତା ହଳ ) ଯାହାର ମୂଲ୍ୟ ପ୍ରତିପୂରଣ କରାଯାଏ ।