ପିତା- ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅଭିବାବକଙ୍କ ମୃତ୍ୟୁ କ୍ଷେତ୍ରରେ କଲ୍ୟାଣ ପାଣ୍ଠି ସ୍କିମ

ଏସ.ସି.ଟି.ଇ.ଭି.ଟି. ଓଡ଼ିଶାର ପଞ୍ଜିକୃତ ଶିକ୍ଷାର୍ଥୀ ଏହି ସୁବିଧା ନିମନ୍ତେ ଯୋଗ୍ୟ ଅଟନ୍ତି । ମୃତ ପିତା/ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅଭିବାବକଙ୍କ ବାର୍ଷିକ ଆୟ ୬୦୦୦୦୦/-ରୁ ଅଧିକ ହୋଇନଥିବ।