ଏମ.ଓ ବି.ସି. ଡବ୍ଲୁ ବିଭାଗ ଦ୍ୱାରା ଛାତ୍ରବୃତ୍ତି।

ଛାତ୍ରାବାସରେ ରହି ଅଧ୍ୟୟନ କରୁଥିବା ଓ.ବି.ସି ବିଦ୍ୟାର୍ଥୀଙ୍କୁ ମାସିକ ଟଙ୍କା ୨୬୦/-ତଥା ଅନ୍ୟ ଓ.ବି.ସି ବିଦ୍ୟାର୍ଥୀ ମାନଙ୍କୁ ମାସିକ ଟଙ୍କା ୧୬୦/- ବୃତ୍ତି ଏମ. ଓ ବି.ସି.ଡବ୍ଲୁ ବିଭାଗ ଦ୍ୱାରା ପ୍ରଦାନ କରାଯାଏ । ଅଭିାବବକଙ୍କ ବାର୍ଷିକ ଆୟ ଟଙ୍କା ୪ ଲକ୍ଷରୁ ଅଧିକ ହୋଇନଥିବ ।