ପି.ଭି.ଟି.ଜି.ଏସଙ୍କୁ ଆର୍ଥିକ ସହାୟତା

ସ୍ୱତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ପି.ଭି.ଟି.ଜିଙ୍କୁ ସରକାରୀ ଆଇ.ଟି.ଆଇ ମାନଙ୍କରେ ତାଲିମ ହାସଲ ପାଇଁ ଆର୍ଥିକ ସହାୟତା ।(ରହିବା ଓ ଖାଇବାର ସମସ୍ତ ଖର୍ଚ୍ଚ- ବଣ୍ଡା ଓ ଦିଦୟାଇ ସମୁଦାୟ ପାଇଁ ଆଇ.ଟି.ଆଇ, ମାଲକାନଗିରି, ପୂର୍ବରୁ ସୂଚୀତ କରାଯାଇଛି ।