ସରକାରୀ ଆଇ.ଟି.ଆଇ.ର ଆଦର୍ଶ ବ୍ୟକ୍ତିତ୍ୱ

sss କ୍ରମିକ ବିଦ୍ୟାର୍ଥୀ ନାମ ଅନୁଷ୍ଠାନ ନାମ ଶାଖା ଉତ୍ତୀର୍ଣ ବର୍ଷ କମ୍ପାନୀ ଦରମା ଫଟୋ
1 ଜୟଦ୍ରଥ ସୁନା ଆଇ.ଟି.ଆଇ, ବଉଦ ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୯ ଦିଲ୍ଲୀ ମେଟ୍ରୋ, ଟେକ୍ନିସିଆନ ୪୦,୦୦୦/-
2 ସଞ୍ଜୟ ମହାରଣା ଆଇ.ଟି.ଆଇ, ବଉଦ ବଢେଇ ୨୦୧୫ ନିଜର ବଢେଇ କାରଖାନା ୩୦,୦୦୦/-
3 ରାଜେଶ୍ୱରୀ ମହାନ୍ତି ଆଇ.ଟି.ଆଇ, ବଉଦ ପୋଷାକ ତିଆରି ୨୦୧୧ ଉପାସନା ଏଜୁକେସନ ଟ୍ରଷ୍ଟ, ଟ୍ରେନି ୧୦,୦୦୦/-
4 ସୁଦାମ ଗହୀର ଆଇ.ଟି.ଆଇ, ବଉଦ ଇଲେକ୍ଟ୍ରନିକ୍ସ ମେକାନିକ ୨୦୧୫ ସାମସଙ୍ଗ ଇଣ୍ଡିଆ ଲିମିଟେଡ, ନିୟୁ ଦିଲ୍ଲୀ, ଟେକ୍ନିସିଆନ ୧୮,୦୦୦/-
5 ପଦ୍ମାବତୀ ମେହେର ଆଇ.ଟି.ଆଇ, ବଉଦ ପୋଷାକ ତିଆରି ୨୦୦୨ ଏ.ଟି.ଓ (ପୋଷାକ ତିଆରି), ସରକାରୀ ଆଇ.ଟି.ଆଇ ୩୮,୦୦୦/-
6 ସନ୍ତୋଷିନୀ ପଟ୍ଟନାୟକ ଆଇ.ଟି.ଆଇ, ବଉଦ ପୋଷାକ ତିଆରି ୨୦୦୦ ଏ.ଟି.ଓ (ପୋଷାକ ତିଆରି), ସରକାରୀ ଆଇ.ଟି.ଆଇ ୪୨,୦୦୦/-