ସରକାରୀ ଆଇ.ଟି.ଆଇ.ର ଆଦର୍ଶ ବ୍ୟକ୍ତିତ୍ୱ

sss କ୍ରମିକ ବିଦ୍ୟାର୍ଥୀ ନାମ ଅନୁଷ୍ଠାନ ନାମ ଶାଖା ଉତ୍ତୀର୍ଣ ବର୍ଷ କମ୍ପାନୀ ଦରମା ଫଟୋ
1 ଅନୁପମା ନାୟକ ମଧୂସୁଦନ ଆଇଟିଆଇ, କଟକ ପୋଷାକ ତିଆରି ୧୯୯୯ ନିଜର ସିଲାଈ ଦୋକାନ ୧୫,୦୦୦/-
2 ଅହମଦ କବିର ମଧୂସୁଦନ ଆଇଟିଆଇ, କଟକ ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୨ ନିଜର କାରଖାନା ୨୦,୦୦୦/-
3 ଲିପ୍ସା ମହାନ୍ତି ମଧୂସୁଦନ ଆଇଟିଆଇ, କଟକ ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୨ ଏଲ ଏବଂ ଟି, ମେଟାର୍ଲୁଜି ଏବଂ ମ୍ୟାଟେରିଆଲ ହ୍ୟାଣ୍ଡଲିଙ୍ଗ ୨୫,୦୦୦/-
4 ଲୋପାମୁଦ୍ରା ସାହୂ ମଧୂସୁଦନ ଆଇଟିଆଇ, କଟକ ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୬ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ, ଟେକ୍ନିସିଆନ ୫୦,୦୦୦/-
5 ସସ୍ମିତା ସାହୂ ମଧୂସୁଦନ ଆଇଟିଆଇ, କଟକ ଇଲେକ୍ଟ୍ରନିକ୍ସ ମେକାନିକ - ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ, ଟେକ୍ନିସିଆନ ୩୦,୦୦୦/-
6 ଲିଲି ମୁର୍ମୁ ମଧୂସୁଦନ ଆଇଟିଆଇ, କଟକ ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୬ ଏସ.ଏ.ଆଇ.ଏଲ, ଛତିଶଗଡ଼, ଜୁନିୟର ଟେକ୍ନିସିଆନ ୩୫,୦୦୦/-
7 ଗୋପିକା ବେହେରା ମଧୂସୁଦନ ଆଇଟିଆଇ, କଟକ ଡ୍ରାପ୍ଟସମ୍ୟାନ (ସିଭିଲ) ୧୯୮୩ ମତ୍ସ୍ୟ ନିର୍ଦେଶାଳୟ, କଟକ, ଡ୍ରାପ୍ଟସମ୍ୟାନ ୫୨,୦୦୦/-
8 ବନିତା ରାଉତ ମଧୂସୁଦନ ଆଇଟିଆଇ, କଟକ ଇଲେକ୍ଟ୍ରନିକ୍ସ ମେକାନିକ ୧୯୯୯ ନାଲକୋ, ସ୍ମେଲଟର ଡିଭିଜନ, ଅନଗୁଳ, ସିନିୟର ଟେକ୍ନିସିଆନ ଗ୍ରେଡ-II ୫୦,୦୦୦/-