ସରକାରୀ ଆଇ.ଟି.ଆଇ.ର ଆଦର୍ଶ ବ୍ୟକ୍ତିତ୍ୱ

sss କ୍ରମିକ ବିଦ୍ୟାର୍ଥୀ ନାମ ଅନୁଷ୍ଠାନ ନାମ ଶାଖା ଉତ୍ତୀର୍ଣ ବର୍ଷ କମ୍ପାନୀ ଦରମା ଫଟୋ
1 ସୁନିତା ମୁର୍ମୁ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା କ୍ଷିପ୍ରଲିଖନ ଏବଂ ସଚିବୀୟ ପ୍ରଣିକ୍ଷଣ ୨୦୧୫ ସିଣ୍ଡିକେଟ ବ୍ୟାଙ୍କ, ବାରିପଦା, ଜୁନିୟର କ୍ଲର୍କ ୨୦,୦୦୦/-
2 ଶମ୍ବୁନାଥ ମହନ୍ତ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ ୨୦୧୫ ଗଡ଼ରେଜ, ପଣ୍ଡିଚେରୀ, ମେସିନ ଅପରେଟର ୧୨,୫୦୦/-
3 ମାନସୀ ପ୍ରୀତିରେଖା ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା କ୍ଷିପ୍ରଲିଖନ ଏବଂ ସଚିବୀୟ ପ୍ରଣିକ୍ଷଣ ୨୦୧୫ ନେସ୍କୋ, ବାଲେଶ୍ୱର, ପର୍ସନାଲ ଆସିଷ୍ଟାଣ୍ଟ -
4 କ୍ଷିତୀଶ ମହନ୍ତ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ ୨୦୧୪ ନିଜର ଇଲେକ୍ଟ୍ରିକାଳ-ଇଲେକ୍ଟ୍ରୋନିକ ଦୋକାନ ଏବଂ ସର୍ଭିସ ସେଣ୍ଟର ୨୦,୦୦୦/-
5 କମଲ କୁମାର ନାଥ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା କ୍ଷିପ୍ରଲିଖନ ଏବଂ ସଚିବୀୟ ପ୍ରଣିକ୍ଷଣ ୨୦୧୩ ଇଷ୍ଟ କୋଷ୍ଟ ରେଲୱେ, ଭୁବନେଶ୍ୱର, ଟୋକେନ ପର୍ଟର ୨୨,୦୦୦/-
6 ନିରୁପମା ମହନ୍ତ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ ୨୦୧୧ ନାଭାଲ ଡକୟାର୍ଡ, ବିଶାଖାପାଟନମ, ଟ୍ରେଡସମ୍ୟାନ (ସ୍କିଲ) -
7 ବିଜୟ କୁମାର ସିଂ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା କ୍ଷିପ୍ରଲିଖନ ଏବଂ ସଚିବୀୟ ପ୍ରଣିକ୍ଷଣ ୨୦୧୧ ପୁରୀ ଜଜ କୋର୍ଟ, ଜୁନିୟର କ୍ଲର୍କ -
8 ଅରୁଲତା ଜେନା ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ ୨୦୧୧ ନାଭାଲ ଡକୟାର୍ଡ, ବିଶାଖାପାଟନମ, ରେଡିଓ ଅପରେଟର ୨୪,୦୦୦/-
9 ବାସନ୍ତୀ ହାତୀ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୭ ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲ, ବାଲେଶ୍ୱର, ଅପରେଟର -
10 ୧୦ ନନ୍ଦିନୀ ମହନ୍ତ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ସିଲେଇ ପ୍ରଯୁକ୍ତି ୨୦୦୫ କସ୍ତୁରବା ବାଳିକା ବିଦ୍ୟାଳୟ, ପାଈକବସ, ମୟୁରଭଞ୍ଜ, ସିଲେଇ ଶିକ୍ଷକ -
11 ୧୧ ଜୟସ୍ମିତା ଜେନା ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ ୨୦୦୨ ନାଭାଲ ଡକୟାର୍ଡ, ବିଶାଖାପାଟନମ, ଜୁନିୟର ରେଡିଓ ଅପରେଟର -
12 ୧୨ ସସ୍ମିତା ମହାରଣା ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ସିଲେଇ ପ୍ରଯୁକ୍ତି - ନିଜର ଲେଡିଜ ଟେଲରିଂ ଦୋକାନ, ଷ୍ଟେସନ ବଜାର, ବାରିପଦା ୧୮,୦୦୦/-
13 ୧୩ ବିଦ୍ୟୁତଳତା ଜେନା ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ଇଲେକ୍ଟ୍ରନିକ୍ସ ମେକାନିକ - ଏଚ.ଏ.ଏଲ, ସୁନାବେଡା, ସିନିୟର ଟେକ୍ନିସିଆନ ୩୩,୦୦୦/-
14 ୧୪ ସୁବାଷ ଚନ୍ଦ୍ର ସାହୁ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ସିଲେଇ ପ୍ରଯୁକ୍ତି - ନିଜର ଟେକ୍ସଟାଇଲ (ବୀଣାପାଣି ଟେକ୍ସଟାଇଲସ), ବାରିପଦା ୪୦,୦୦୦/-
15 ୧୫ ସୁଶୀଳା ତ୍ରିପାଠୀ ପୂ୍ର୍ଣ୍ଣ ଚନ୍ଦ୍ର ଆଇ.ଟି.ଆଇ, ବାରିପଦା ସିଲେଇ ପ୍ରଯୁକ୍ତି ୧୯୭୯ ନିଜର ଟେଲରିଂ ଦୋକାନ -