ଶାରିରୀକ ଅକ୍ଷମଦିବ୍ୟାଙ୍ଗଙ୍କ ନିମନ୍ତେ ବୃତ୍ତି

ପିତା/ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅଭିବାବକଙ୍କ ବାର୍ଷିକ ଆୟ ସମସ୍ତ ସ୍ରୋତରୁ ୬୦୦୦୦୦ରୁ ଅଧିକ ହୋଇନଥିବ। ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ଟଙ୍କା ୬,୦୦୦ ଛାତ୍ରବୃତ୍ତି ପ୍ରଦାନ କରାଯିବ ।