ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରିକ ବିଦ୍ୟାଳୟ, କଟକ,

     
କ୍ରମିକ କ୍ରମିକ
1 ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, କଟକ ସଭାପତି
2 ଜିଲ୍ଲା ନିୟୋଜନ ଅଧିକାରୀ, କଟକ ସଭ୍ୟ
3 ନିର୍ବାହୀ ଯନ୍ତ୍ରୀ (ଆର ଓ ‌ବି) / ଆର.ଡବ୍ଲୁ., ବିଭାଗ, କଟକ ସଭ୍ୟ
4 ନିର୍ବାହୀ ଯନ୍ତ୍ରୀ (ପି.ଏଚ./ଆର.ଡବ୍ଲୁ.ଏସ.ଏସ.) ବିଭାଗ, କଟକ - I ସଭ୍ୟ
5 ନିର୍ବାହୀ ଯନ୍ତ୍ରୀ, ସେସୁ, ରାଣିହାଟ, କଟକ ସଭ୍ୟ
6 ଏ.ଆଇ.ସି.ଟି.ଇ ର ମନୋନୀତ, ଆଞ୍ଚଳିକ ଅଧିକାରୀ (Ex - Officio), କୋଲକାତା ସଭ୍ୟ
7 ଏ.ଆଇ.ସି.ଟି.ଇ. ସଭ୍ୟଙ୍କ ଆଞ୍ଚଳିକ କମିଟି ଦ୍ୱାରା ମନୋନୀତ ଜଣେ ଉଦ୍ୟୋଗପତି/ପ୍ରଯୁକ୍ତିବିଦ୍/ଶିକ୍ଷାବିଦ୍‌ ସଭ୍ୟ
8 ଏସ.ସି.ଟି.ଇ ଏବଂ ଭି.ଟି.ର ମନୋନୀତ ବ୍ୟକ୍ତି, ଓଡ଼ିଶା ସଭ୍ୟ
9 ନିର୍ଦ୍ଦେଶକଙ୍କ ମନୋନୀତ ବ୍ୟକ୍ତି, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ, ଓଡ଼ିଶା ସଭ୍ୟ
10 ୧୦ ରାଜ୍ୟ ସରକାରଙ୍କ ଆଞ୍ଚଳିକ କମିଟି ଦ୍ୱାରା ମନୋନୀତ ଜଣେ ଉଦ୍ୟୋଗପତି/ପ୍ରଯୁକ୍ତିବିଦ୍/ଶିକ୍ଷାବିଦ୍‌ । ସଭ୍ୟ
11 ୧୧ ମାନ୍ୟବର ଲୋକସଭା ସଭ୍ୟ, କଟକ ସଭ୍ୟ
12 ୧୨ ମାନ୍ୟବର ବିଧାନସଭା ସଭ୍ୟ, କଟକ ସଭ୍ୟ
13 ୧୩ ଜି.ଏମ ସି.ଟି.ଟି.ସି, ଭୁବନେଶ୍ୱର ସଭ୍ୟ
14 ୧୪ ଆର.ସ.ବି ଅଟୋ ଟ୍ରାନ୍ସମିଶନ ଲିମିଟେଡ଼ ର ମୁଖ୍ୟ, ଭୁବନେଶ୍ୱର ସଭ୍ୟ
15 ୧୫ ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ଅଧ୍ୟାପକ । ସଭ୍ୟ
16 ୧୬ ଅଧ୍ୟକ୍ଷ, ବି.ଓ.ଏସ.ଇ, କଟକ ସଭ୍ୟ ସଚିବ