ସରକାରୀ ପଲିଟେକ୍‌ନିକ, ମୟୁରଭଞ୍ଜ,

     
କ୍ରମିକ କ୍ରମିକ
1 ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ମୟୁରଭଞ୍ଜ ସଭାପତି
2 ଜିଲ୍ଲା ନିୟୋଜନ ଅଧିକାରୀ, ମୟୁରଭଞ୍ଜ ସଭ୍ୟ
3 ନିର୍ବାହୀ ଯନ୍ତ୍ରୀ ( ରାସ୍ତା ଓ କୋଠାବାଡ଼ି), ମୟୁରଭଞ୍ଜ ସଭ୍ୟ
4 ନିର୍ବାହୀ ଯନ୍ତ୍ରୀ , ପି.ଏଚ ବିଭାଗ, ବାରିପଦା, ମୟୁରଭଞ୍ଜ ସଭ୍ୟ
5 ନିର୍ବାହୀ ଯନ୍ତ୍ରୀ, ଇଲେକ୍ଟ୍ରିକାଲ୍ ବିଭାଗ, ନେସ୍କୋ ସଭ୍ୟ
6 ଏ.ଆଇ.ସି.ଟି.ଇ ଦ୍ୱାରା ମନୋନୀତ, ଆଞ୍ଚଳିକ ଅଧିକାରୀ (Ex-officio) ସଭ୍ୟ
7 ଏ.ଆଇ.ସି.ଟି.ଇ. ସଭ୍ୟଙ୍କ ଆଞ୍ଚଳିକ କମିଟି ଦ୍ୱାରା ମନୋନୀତ ଜଣେ ଉଦ୍ୟୋଗପତି/ପ୍ରଯୁକ୍ତିବିଦ୍/ଶିକ୍ଷାବିଦ୍‌ ସଭ୍ୟ
8 ଏସ.ସି.ଟି.ଇ ଏବଂ ଭି.ଟି.ର ମନୋନୀତ ବ୍ୟକ୍ତି, ଭୁବନେଶ୍ୱର ସଭ୍ୟ
9 ନିର୍ଦ୍ଦେଶକଙ୍କ ମନୋନୀତ ବ୍ୟକ୍ତି, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ, ଓଡ଼ିଶା ସଭ୍ୟ
10 ୧୦ ରାଜ୍ୟ ସରକାର ଙ୍କ ଦ୍ୱାରା ମନୋନୀତ ଜଣେ ଉଦ୍ୟୋଗପତି/ପ୍ରଯୁକ୍ତିବିଦ୍/ଶିକ୍ଷାବିଦ୍‌-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବସମ୍ବଳ), ଇମାମି ପେପର୍ ମିଲ୍, ବାଲ୍ ଗୋପାଳପୁର, ବାଲେଶ୍ୱର ସଭ୍ୟ
11 ୧୧ ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ଅଧ୍ୟାପକ, ସରକାରୀ ପଲିଟେକ୍‌ନିକ, ଟିକରପଡା, ମୟୁରଭଞ୍ଜ ସଭ୍ୟ
12 ୧୨ ଅଧ୍ୟକ୍ଷ, ସରକାରୀ ପଲିଟେକ୍‌ନିକ, ମୟୁରଭଞ୍ଜ ସଭ୍ୟ ସଚିବ